ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାର ସିବିଆଇ ତଦନ୍ତ ଦାବି:୧୯ରେ ନବୀନ ନିବାସ ଘେରିବ ଓସା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାକାଣ୍ଡକୁ ଇତିମଧ୍ୟରେ ୪୦ଦିନ ବିତିଗଲାଣି। ମାତ୍ର ପୁଲିସ କୌଣସି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇନାହିଁ। ତଦନ୍ତକୁ ଚାପି ଦେବା ଲାଗି ପୁଲିସ ପ୍ରଚେଷ୍ଟା ଜାରି ରଖିଛି ବୋଲି ଅଭିଯୋଗ ହୋଇଛି। ତେଣୁ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିପାରିବ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନ ବା ଓସା ପକ୍ଷରୁ ଦାବି କରାଯାଇଛି। ଆଜି … Continue reading ସୂଚନାଧିକାର କର୍ମୀ ରଂଜନ ଦାସ ହତ୍ୟାର ସିବିଆଇ ତଦନ୍ତ ଦାବି:୧୯ରେ ନବୀନ ନିବାସ ଘେରିବ ଓସା